ଯେଉଁମାନେ ଗତକାଲିର ହିଂସାରେ ଲିପ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯିବ । ଶାନ୍ତିପୂର୍ଣ୍ଣ ଭାବରେ କରାଯିବ ପୌର ନିର୍ବାଚନ। ହିଂସାକୁ ପୋଲିସ କମିଶନର ବରଦାସ୍ତ କରିବ ନାହିଁ । କେମିତି ପୌର ନିର୍ବାଚନ ଅବାଧ ନିରପେକ୍ଷ କରାଯିବ ସେନେଇ ଆରମ୍ଭ ହୋଇଛି ଫ୍ଲାଗ ମାର୍ଚ୍ଚ ।
#Police #PoliceCommission #Arrested #Municipalelections #Bhubaneswar #Odisha #ArgusNews