ରାସ୍ତା ସମସ୍ୟା ପାଇଁ ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ପହଞ୍ଚିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଷ୍ଟ୍ରେଚରରେ ଦୁଇ କିମି ବୁହାହେଲେ ଗର୍ଭବତୀ ମହିଳା। ଏଭଳି ଘଟଣା ଘଟିଛି ଗଜପତି ମୋହନା ବ୍ଲକ୍ କର୍ଚବାଡି ପଞ୍ଚାୟତ ଜାଗରସିଂ ଗାଁରେ....।
#ArgusNews #mohona #pregnantwomen #ambulance #RoadProblem #Odisha