ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !
୨ ଦିନିଆ ଗସ୍ତରେ ନିଜ କଲେଜ ପରିଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ । ରମାଦେବୀ ବିଶ୍ବବିଦ୍ୟାଳୟରେ ଏ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ହେବା ପରେ ରମାଦେବୀ ବିଶ୍ବବିଦ୍ୟାଳୟକୁ ପ୍ରଥମ ଏବଂ ଓଡିଶାକୁ ୨ୟ ଥର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
#ArgusNews #RamadeviUniversity #President #DroupadiMurmu #Odisha