ପୁରୀ ନିମାପଡା ବଉଳପଦା ଗାଁର ବିସ୍ମୟ ବାଳକ ଆରୁଷ ମହାପାତ୍ର । ସାଧାରଣ ଜ୍ଞାନ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରୁଷ । ଏତେ କମ ବୟସରେ ମଧ୍ୟ ଅସାଧାରଣ ପ୍ରତିଭାର ଅଧିକାରୀ । ବହି ପଢ଼ିବା ସହ ଆଧ୍ୟାତ୍ମିକ ପ୍ରତି ରୁଚି ରଖନ୍ତି ଏହି ବିଷ୍ମୟ ବାଳକ ଆରୁଷ
#ArgusNews #Puri #Nimapada #indiabookofrecords #ArushMohapatra #Odisha