ପୁରୀ ଜିଲ୍ଲା ଶିରୁଳୀ ମହାବୀର ମନ୍ଦିରରେ ନୀତି କାନ୍ତିରେ ବିଭ୍ରାଟ ।
କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଉ କିଛି ସେବାୟତଙ୍କ ଭିତରେ ଚାଲିଛି କାଦୁଅ ଫିଙ୍ଗା ଫିଙ୍ଗି, ନୀତି କାନ୍ତି ବିଭ୍ରାଟ ସହ ସୋସିଆଲ ମିଡିଆରେ ମନ୍ଦିର ବନ୍ଦ ବୋଲି ଘୂରିବୁଲୁଛି ଗୁଜବ।
#Puri #sirulimahavirTemple #Controversy #Devotees #Odisha #Argusnews