ସିମାନ୍ତରେ ମହା ଆଡମ୍ବର ସହକାରେ ପାଳିତ ହେଲା ରାମନବମୀ।
ଦେଶ ବ୍ୟାପି ରାମନବମୀ ପାଳିତ ହେଉଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ବଡ଼ବଇଁଚା ରେ ପାଳିତ ହେଲା ରାମ ନବମୀ
#Argusnews #Ramanavami #Hindufestival #Ramanavami2023 #Lordramabirthday #Morada #Odisha