#ରାଜ୍ୟବାସୀଙ୍କୁ_ଧୋକ୍କା_ଜଗନ୍ନାଥ_ପ୍ରେମୀଙ୍କୁ_ଧୋକ୍କା !
#କୋଟି_କୋଟି_ଓଡ଼ିଆଙ୍କ_ଭାବାବେଗ_ସହିତ_ଖେଳ
ଧରାପଡିଗଲା ସରକାରଙ୍କ ଷଡଯନ୍ତ୍ର। ପୋଲ ଖୋଲିଯିବା ଭୟରେ ଏଏସଆଇର ଚିଠି ସତ୍ବେ ମରାମତି ପାଇଁ ପଛଘୁଞ୍ଚା ଦେଲେ ସରକାର। ଗତ ଅଗଷ୍ଟ 6 ତାରିଖରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଦୁର୍ଗାଦାସ୍ ମହାପାତ୍ର ପ୍ରତିକ୍ରିୟା ରଖିଥିଲେ
#Ratnabhandar #jagannathtemple #Puri #OdishaGovt #Odisha #ArgusNews