କେନ୍ଦ୍ର ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ନଦୀ କୂଳରେ ନଦୀ ଉତ୍ସବ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି। ମୟୁରଭଂଜ ଜିଲ୍ଲା ଶୁଳିଆପଦା ବ୍ଲକ ଦେଉଳି ପଞ୍ଚାୟତ ବାଡଶୋଲ ଜମ୍ଭିରା ନଦୀ ତଟରେ ନଦୀ ଉତ୍ସବ ଓ ସଚେତନତା କାର୍ଯକ୍ରମ ହୋଇଛି....।
#ArgusNews #Riverfestival #WaterResourcesDepartment #Mayurbhanj #Odisha