#ବାତ୍ୟା_ଅସାନିକୁ_ନେଇ_ସ୍କୁଲ୍_ଛୁଟି_ଘୋଷଣା
ଅସାନି ପ୍ରଭାବରେ ଆଜି ମାଲକାନଗିରିର ସବୁ ସ୍କୁଲ ପାଇଁ ଛୁଟି ଘୋଷଣା କରାଯାଇଛି । ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି ।
#cyclone #schoolsoff #Malkangir #Odisha #ArgusNews