କଥା ନେ ଅଛେ….
ଛଅ ତୁନ୍ ନ ଭଜା, ତୁନ୍ ଭିତରେ କରଡି ରଜା
ବାଉଁଶ ଗଜାନୁ ବନା ହେଉଥିବାର୍ କରଡିନେ କରଡି ଖଟା, କରଡି ଭଜା, କରଡି ମାଖନ ଶାଗ, ଲେଥା ବାଗିର୍ ଭିନ୍ ଭିନ୍ ତୁନ୍ ବନେଇଥିସନ୍ ପଶ୍ଚିମ ଓଡିଶା ବାସୀ । କରଡି ଇନର୍ ଲୁକ୍ ମାନକର୍ ପ୍ରିୟ ଖାଏବା ହେଇଥିଲେ ଭି ନୂଆଁଖାଇ ସମିୟାନେ ଇଟାର୍ ସୁଆଦ ଆହୁରି ଦୁଇ ଗୁନା ବଢିଯାଏସି ।
#Boudh #nuakhaifestival #Food #Odisha #ArgusNews