ନୀଳଗିରି ଉପଖଣ୍ଡ ଜୁରିଆ ପାଟଣା ଗ୍ରାମରେ ରଘୁନାଥ ମଳିକଙ୍କ ଘର ବାଡ଼ିକୁ ଖାଦ୍ୟ ଅନ୍ୱେଷଣରେ ଆସି ୫ ଫୁଟିଆ ଚନ୍ଦ୍ର ମଣ୍ଡଳ ବୋଡା ସାପ ଜାଲରେ ପଡ଼ି ଛଟପଟ ହେଉଥିଲା । ନୀଳଗିରି କୁଳଡିହା ଟୁରିଷ୍ଟ ଗାଇଡ଼ ମନରଞ୍ଜନ ଦାସ ଖବର ପାଇ ଜାଲରୁ ଅତି ସତର୍କତା ସହ ସାପକୁ ଉଦ୍ଧାର କରି ପାଖ ଦେବଗିରି ଜଙ୍ଗଲରେ ଛାଡି ଦେଇଛନ୍ତି
#Balasore #Nilagiri #Snakehelpline #SnakeRescued #Odisha #ArgusNews