କୋଶଲି ଭାଷାକୁ ମାନ୍ୟତା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ଦୁଇ ଘଣ୍ଟିଆ ଗଣ ଧାରଣା ଦିଆଯାଇଛି। ଏହାସହ ବିଡ଼ିଓ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ଦିଆଯାଇଛି।
#Subarnapur #Binika #Ganadharana #Protest #KosliLanguage #Odisha #ArgusNews