ଚଳିତ ବର୍ଷ ଦଶମଶ୍ରେଣୀ ପାଇଁ ବୋର୍ଡ଼ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଯାଇଛି।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ୯ଟି ପରୀକ୍ଷା କେନ୍ଦ୍ରରେ ୧୪୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଶୁଣନ୍ତୁ ପ୍ରଥମ ଦିନର ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପତିକ୍ରିୟା
#Subarnapur #Binika #matricexam #10thboardexam #ArgusNews