#ଗଛ_ତଳେ_ଚାଲିଛି_ଅଙ୍ଗନଓ୍ଵାଡ଼ି_କେନ୍ଦ୍ର
ଖୋଲା ଆକାଶ ତଳେ, ବିପଦପୂର୍ଣ୍ଣ ଜାଗାରେ ନିଜର ଭବିଷ୍ୟତ ଗଢୁଛନ୍ତି କୁନିକୁନି ପିଲା । ଏସବୁ ଖବର ଉପରେ ଜିଲ୍ଲାପ୍ରଶାସନର ଦୃଷ୍ଟି ପଡିବା ତ ଦୂରର କଥା, ଓଲଟା ଖବର ପ୍ରସାରଣକୁ ନେଇ ଗଣମାଧ୍ୟମ ଉପରେ ରୋଷ ଦେଖାଇଲେ ଅଧିକାରିଣୀ ।
#Kendrapada #Aganwadi #ChildFuture #Odisha #ArgusNews