#ବିଜେଡିକୁ_ଅଡୁଆ_ହେଲାଣି_ଅନ୍ତଃକନ୍ଦଳ
#ସଙ୍ଗଠନ_ସଜାଡିବାକୁ_ଅଣ୍ଟା_ଭିଡିଲେ_ସୁପ୍ରିମୋ
ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବୃହତ ବିଜୟ ଲାଭ କରିଥିଲେ ସୁଦ୍ଧା ଦଳୀୟ ଅନ୍ତଃକନ୍ଦଳ ପହଞ୍ଚିଛି ଚରମସୀମାରେ । କିଛି ସ୍ଥାନରେ ଏଥିପାଇଁ ଦଳକୁ କ୍ଷତି ବି ସହିବାକୁ ପଡିଛି । ତେଣୁ ବେଳହୁଁ ସାବାଧାନ ନ ହେଲେ ବିଗିଡିପାରେ 24 ର ଗଣିତ । ଯାହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରି ଦେଇଛନ୍ତି ମାନସ ମନ୍ଥନ
#BBSR #BJD #Odisha #ArgusNews