ଦିଲ୍ଲୀ ଗଲେ ନବନିଯୁକ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦିଲ୍ଲୀରେ ହାଇକମାଣ୍ଡ ଓ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଆଲୋଚନା କରିବା ପରେ ନୂଆ ଟିମରେ କାହାକୁ ସାମିଲ କରାଯିବ ସେନେଇ ଆଲୋଚନା କରିବେ ଶରତ।
#SaratPattanayak #PCCpresident #newteam #Congress #ArgusNews