#ରୋଗୀ_ବୁହାହେଲା_ଖଟିଆରେ
ରାଜ୍ୟରେ ଗ୍ରାମୀଣ ସଡକର ଦୁରାବସ୍ଥାର ପୋଲ ଖୋଲିଲେ ଖୋଦ ଶାସକ ବିଧାୟକ.. ଅନେକ ସ୍ଥାନରେ ରାସ୍ତା ମରାମତି ହେଉ ନଥିବା ବେଳେ ସବୁ ଗାଁକୁ ସବୁଦିନିଆ ରାସ୍ତାର ନାରାର ବି ଗୁମର ଖୋଲିଛି.. ରାଜ୍ୟରେ 2 ହଜାର 467 ଗାଁକୁ ରାସ୍ତା ନାହିଁ ବୋଲି ସରକାର କହୁଥିଲେ
#Balangir #RoadProblem #odisha #ArgusNews