#ଦୁର୍ଗମ_ଇଲାକାର_ଦୁଃଖ_କାହାଣୀ
ଏ ହେଉଛନ୍ତି ବେଗନ ଜାନୀ , ବୟସ ଆସି 70 ପାର କଲାଣି । ପାଦ ଶିଥିଳ ପଡିଯାଇଥିବା ବେଳେ ଆଖିକୁ ଭଲସେ ଦେଖାଯାଉନାହିଁ କି କାନ କୁ ବି ଠିକରେ ଶୁଭାଯାଉନାହିଁ । ଦିନେ ବଡ଼ ବଡ଼ ପଥର ଭଳି ଭାରି ଜିନିଷ ଉଠାଉଥିବା ହାତ ବର୍ତ୍ତମାନ ଆଉ ଅଳ୍ପ ଓଜନ ଉଠାଇବାକୁ ଅସମର୍ଥ । ଗଣ୍ଡେ ଖାଇଲେ ଦଣ୍ଡେ ଜିଉଁଥିବା ବେଳେ ଖାଇବା ପାଇଁ ଅନ୍ୟର ସାହାଯ୍ୟକୁ ଅପେକ୍ଷା କରିଥାନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର କଣ୍ଟାସାରୁ ଗାଁର ।
#Nabarangapur #beganjani #durgama #handicap #Odisha #ArgusNews