#ଘଣ୍ଟ_ମୃଦଙ୍ଗ_ଆଉ_ଝାଞ୍ଜରେ_ନିନାଦିତ_ଦେଉଛି_ଗାଁ
ଭକ୍ତିମୟ ପରିବେଶରେ ଚାଲିଛି ମିରାଡମ୍ଵର ଭସାଣି ଉତ୍ସବ । କାନଫଟା ଶବ୍ଦ ନୁହଁ, ଏଠି ଶୁଣିବାକୁ ମିଳୁଛି ଶ୍ରୁତି ମଧୁର ସଂକୀର୍ତ୍ତନ । ନାଚୁଛନ୍ତି ପିଲେ ଆଉ ନାଚୁଛନ୍ତି ପାଳିଆ ।
#GaneshVisarjan #NewTrends #Ganeshafestival #ArgusNews