#ପିସି_କାରବାର_ନେଇ_ଆଉ_କେତେ_ପ୍ରମାଣ_ଅପେକ୍ଷାରେ_ପରିବହନ_ମନ୍ତ୍ରୀ ?
ଦୁର୍ନୀତିର ଗଣ୍ଡା ଗଣ୍ଡା ଭିଡିଓ ପ୍ରମାଣ ସତ୍ତ୍ବେ କାର୍ଯ୍ୟନୁଷ୍ଠାନ ଶୁନ୍ । ପରିବହନ ବିଭାଗରେ ଚାଲିଛି ଖୁଲମ ଖୁଲା ଲାଞ୍ଚ କାରବାର । ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟଠୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଯାଏ ସବୁଠିକି ଲମ୍ବିଛି ଦୁର୍ନୀତି ଚେର ।
#ArgusNews #TransportDepartment #corruption #evidence #polutiontest #RTO #Odisha