କମିଶନରେଟ୍ ପୋଲିସ ପଞ୍ଛାରେ ହାର୍ଡକୋର୍ କ୍ରିମିନାଲ୍
ବଡ ଧରଣର ଅପରାଧ ଘଟାଇବା ପୂର୍ବରୁ ଯୋଜନା ପଣ୍ଡ । କଟକ ଚାଉଳିଆଗଞ୍ଜ ପୋଲିସକୁ ବଡ଼ ସଫଳତା । ହାର୍ଡକୋର୍ କ୍ରିମିନାଲ ତଥା ବନ୍ଧୁକ ବେପାରୀ ବିଜୟ ନାୟକ ଏବଂ ଜଗନ୍ନାଥ ଦାସଙ୍କ ସହ 7 ଜଣଙ୍କୁ ଗିରଫ କଲା ପୋଲିସ....
#ArgusNews #Odisha #Cuttack #Criminal