ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜଳେଶ୍ୱରର । ଗାଈ ପାଇଁ ବାପାକୁ ପର କରିଦେଲେ ଚାରି ରୋଜଗାରିଆ ପୁଅ । ନିଜ ଜନ୍ମ କଲା ସନ୍ତାନ ପର କରିଦେଲେ ହେଲେ ମାଲିକର ଦୁଃଖ ବୁଝିପାରିଲା ନିରୀହ ପଶୁ । ଏଇ ହାଡ ଭଙ୍ଗା ଶୀତରେ ବି ପଲିଥିନ ତଳେ ଗାଈକୁ ନେଇ ଦିନ କଟାଉଛନ୍ତି 70 ବର୍ଷୀୟ ବୃଦ୍ଧ...
#ArgusNews #Odisha #Balasore #Jaleswar #Animal_Lover