#ଆକ୍ସନ_ମୋଡରେ_ସିଏମସି
#ସିଲ_ହେଲା_ମହେନ୍ଦ୍ରା_କ୍ୟାରିଅର_କୋଚିଙ୍ଗ_ସେଣ୍ଟର
କୋଭିଡ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । ମୁକାବିଲା ନେଇ ସଜାଗ ରହିଛି ପ୍ରଶାସନ । ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ । ସେଥିପାଇଁ ଆକ୍ସନ ମୋଡରେ ଉଭୟ ବିଏମସି ଓ ସିଏମସି । ସାମାଜିକ ଦୂରତା, ମାସ୍କ ହେଉ କିମ୍ବା ସାନିଟାଇଜ ସାମାନ୍ୟ ନିୟମ ଭଙ୍ଗ ହେଲେ ଫାଇନ ନହେଲେ ସିଲ୍....
#ArgusNews #Odisha #Cuttack #CMC #Covid #Institute_Seal