#ଲଞ୍ଚ_ହେଲା_ଡିଆରଡିଓ_ପ୍ରସ୍ତୁତ_2DG !
ଏହି ଔଷଧର 'ମଲିକ୍ୟୁଲ୍ ' ରୋଗୀମାନଙ୍କୁ ଖୁବ୍ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରୁଛି ଏବଂ ଅମ୍ଳଜାନ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ କରିବ । ଏଥିରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ନାହିଁ...ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏହି ରିପୋର୍ଟ....
#ArgusNews #Odisha #ArgusTV #NewsChannel #Satelite #DRDO #2DG