ପୁଣି ପଦାରେ ପଡିଲା ସରକାରୀ ମେଡିକାଲର ଗୁମର । ପ୍ରସୂତି ବିଭାଗରେ ବେଡ୍ ପାଇଁ ଲାଞ୍ଚ ନେଉଛନ୍ତି କର୍ମଚାରୀ । ପୁରୀ ସଦର ମୁଖ୍ୟ ହସ୍ପିଟାଲରୁ ଆସିଲା ସାଘାଂତିକ ଅଭିଯୋଗ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଅଭିଯୋଗକାରୀ.....
#ArgusNews #Odisha #Puri #Goverment_Hospital #Portuguese
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app