କୁହାଯାଏ, ଦୁଃଖ ଯେତେବେଳେ ଆସେ ବନ୍ଧୁ ବାନ୍ଧବଙ୍କୁ ସାଙ୍ଗରେ ନେଇ ଆସେ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସମେଇଗଡ଼ିଆର ବିକାଶ ଜେନାଙ୍କ କ୍ଷେତ୍ରରେ । ରୋଗ ଶରୀରକୁ ଅଚଳ କରିଦେଇଥିବାବେଳେ କାନ୍ଧ ଉପରେ ରହିଛି ପରିବାରର ବୋଝ । ଏମିତିରେ ସବୁ ପରିସ୍ଥିତିକୁ ସାମ୍ନା କରି ସଂଘର୍ଷ କରୁଛି 22 ବର୍ଷର ଯୁବକ.....
#ArgusNews #Odisha #Bhubaneswar #Asahaya