ସୀମାରେ ସୁରକ୍ଷା ଦେଉଛନ୍ତି ଶିକ୍ଷକ । ରାଜ୍ୟରେ ବଢ଼ି ଚାଲିଥିବା କୋରୋନା ସଂକ୍ରମଣକୁ ମାତ ଦେବା ପାଇଁ ପୋଲିସ ବିଭାଗ ପରେ ଏବେ ପ୍ରହରା ଦେଉଛନ୍ତି ଶିକ୍ଷକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ....
#ArgusNews #Odisha #Nabarangapur #Corona #Teacher