ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷର ସ୍ୱର । କରୋନା କାଳରେ ୟୁନିଟ୍ ପିଛା 30 ପଇସା ବୃଦ୍ଧିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସାଧାରଣ ଜନତା । ଭୁବନେଶ୍ୱରେ ବିକ୍ଷୋଭ କରିବା ସହ ସରକାରଙ୍କୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି । ସେପଟେ କଟକରେ ପ୍ରତିବାଦ କରି ନିଷ୍ପତ୍ତି ବଦଳାଇବାକୁ ଦାବି କରିଛି SUCI....
#ArgusNews #Odisha #Electric_Bill #Corona #BJP