ଚାଷୀଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ ବିଜେପିର ଗର୍ଜନ । 5 ଲୋକସଭା ଅଞ୍ଚଳରେ ଚକାଜାମ କରିଛି ଦଳ । ସମ୍ବଲପୁରରୁ ସୁବର୍ଣ୍ଣପୁର ଯାଏ ଶୁଭିଥିଲା ଅନ୍ନଦାତାଙ୍କ ଅସହାୟତାର କତା । ମଣ୍ଡି ଅବ୍ୟବସ୍ଥା ଓ ଧାନ ଉଠାଇବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ବିଜେଡିର ଜବାବ, ଆନ୍ଦୋଳନର ନାହିଁ ବାସ୍ତବତା ...
#ArgusNews #Odisha #Bjp #Farmer
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app