ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ବରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତବର୍ଷର ବିଷୟବସ୍ତୁ ରହିଛି ଶିକ୍ଷା ଏବଂ ସମାଜରେ ଅନ୍ତର୍ଭୂକ୍ତ ପାଇଁ ବହୁଭାଷୀତା ପ୍ରତିପୋଷଣ । ଏଇ କ୍ରମରେ ଆସନ୍ତୁ ନଜର ପକାଇବା ଆମେ ଓଡିଆ ଭାବେ ଆମ ଭାଷାକୁ ଦେଉଛେ କେତେ ଗୁରୁତ୍ବ...
#ArgusNews #Odisha #ArgusSpecial #WorldMotherLanguageDay #OdiaLanguage