ସମସ୍ୟା ଘେରରେ କଣିହାଁ ସାପ୍ତାହିକ ହାଟ
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ସାପ୍ତାହିକ ହାଟକୁ ଅଣଦେଖା। ହାଟ ଦୀର୍ଘ ଶହେ ବର୍ଷ ହେଲା ବସି ଆସୁଥିଲେ ବି ଏଯାଏଁ ଚାଷୀ ତଥା ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡିର ବ୍ୟବସ୍ଥା କରାଯାଇନି । ବାଧ୍ୟ ହୋଇ ଚାଷୀମାନେ ଜାତୀୟ ରାଜପଥ କଡରେ ବସୁଥିବା ବେଳେ ବିପଦସଙ୍କୁଳ ଭାବେ ସାମଗ୍ରୀ କିଣୁଛନ୍ତି ଲୋକେ.....
#ArgusNews #Odisha #Anugul #Market
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app