ଚିକିତ୍ସା ଅଭାବରୁ ଘରେ ପଡି ଯନ୍ତ୍ରଣା ଭୋଗୁଛନ୍ତି ନିଆଳିର ଅଭାବୀ ଅଭୟ । ମୁଖ ଗହ୍ୱର କର୍କଟ ରୋଗର ଚିକିତ୍ସା ପାଇଁ ନାହିଁ ଆର୍ଥିକ ସମ୍ବଳ। ପାଠ ସାଠ ଛାଡି ବାପାଙ୍କ ସେବା କରୁଛି କୁନି ପୁଅ। ଗାଁ ଲୋକଙ୍କଠାରୁ ମାଗିଯାଚି ଆଣିଲେ ଚଳୁଛି ପରିବାର....
#ArgusNews #Odisha #Cuttack #Niali #Cancer