ଥମୁନି ପ୍ରବାସୀଙ୍କ ଦୁଖଃ । ସରକାରୀ ପ୍ରତିଶୃତି ପୂରଣ ହେଲାନି, କାମ କି ରୋଜଗାର ବି ମିଳିଲାନି । ଶେଷରେ ସୁତ ଫେରିବାକୁ ବାଧ୍ୟ ହେଲେ । ଯାହା ଫଳରେ ପ୍ରବାସୀଙ୍କୁ ଗାଡି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଧୂଳିସାତ୍ ହୋଇଯାଇଛି 7 ପରିୀବାରର ସ୍ବପ୍ନ । ଅନିଶ୍ଚିତତା ଭିତରକୁ ଠେଲିହୋଇଯାଇଛି ଅନେକଙ୍କ ଭବିଷ୍ୟତ । ପରିବାର ଲୋକେ କହିଲେ ଏଠି ରୋଜଗାର ମିଳିନଥିଲେ ସେମାନେ ଯାଇନଥାନ୍ତେ କି ମରି ନଥାନ୍ତେ ।
#TheArgus #ArgusNews #ArgusOdia #Ganjam #MigrantLabour