ଝାରପଡା ଜେଲ ଭିତରୁ ମୋବାଇଲ୍ ଭିଡିଓ ଭାଇରାଲ ହେବା ପରେ ଏକ ସତର୍କ ହୋଇଛି ବିଭାଗ । ଜେଲ କର୍ମଚାରୀଙ୍କ ପାଇଁ ଜାରି ଗୋଇଛି ଗାଇଡଲାଇନ୍ । ମୋବାଇଲ୍ ଟଙ୍କା ନେବା ମନା ହୋଇଥିବା ବେଳେ ନିୟମତି କଏଦୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ....
#TheArgus #Bhubaneswar #Jharpada_Jail_Issue #ViralVideo