#ବିଦ୍ୟୁତ୍_ବିଲ୍_ପାଇଁ_ମିଳୁନି_ପାଣି
#ବନ୍ଦ_ପଡିଛି_ସୁଇଚି_ଜଳଭଣ୍ଡାର
କର୍ତ୍ତୃପକ୍ଷଙ୍କ ଅବହେଳା ସାଜିଲା ଦାଉ । ହନ୍ତସନ୍ତ ବନ୍ତଳା ଗ୍ରାମବାସୀ । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଜଳ ସଂକଟ । ଉଚ୍ଚ ଟାଙ୍କି ରହିଛି, ସରକାରୀ ଅର୍ଥ ଖର୍ଚ୍ଚ ସରିଛି.... ବକେୟା ଇଲେକ୍ଟ୍ରି ବିଲ ପୈଠ ପାଇଁ ଗ୍ରାମବାସୀଙ୍କୁ ଜଳ ବନ୍ଦ । ବିଭାଗୀୟ ଅଧିକାରୀଙ୍କ ମିଛ ଆଖି ସାମ୍ନାରେ । ଏହା ପାଇଁ କିଏ ଉତ୍ତର ଦାୟୀ....
#ArgusNews #Odisha #Jajpur #Water_Problem