ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ କୋଭିଡ ନିୟମର ଖୋଲାଖୋଲି ଉଲଘଂନ କଲା ବିଜେଡି । କେବଳ ଉଲଘଂନ କଲା ନାହିଁ , ବରଂ ସର୍ବସମ୍ମୁଖରେ ଏକଥା ସ୍ୱୀକାର କଲେ ଖୋଦ୍ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ.....ହେଲେ ଜିଲ୍ଲାପ୍ରଶାସନର ଉପସ୍ଥିତରେ ବିଜେଡି ଦଳ ଖୋଲାଖୋଲି ନିୟମ ଉଲଘଂନ କରିଥିବା ବେଳେ ଚୁପ୍ ବସିଥିଲା ଜିଲ୍ଲାପ୍ରଶାସନ.....
#ArgusNews #Balasore #By_Election #RanendraPratapSwain