ଶୁଭାରମ୍ଭ ହୋଇଯାଇଛି ସ୍ୱତନ୍ତ୍ର କୈବଲ୍ୟ ରଥ । ବ୍ୟବହୃତ ଅଭଡା କୁଡୁଆ, ବଳିଯାଇଥିବା ପ୍ରସାଦର ଅବଶିଷ୍ଟାଂଶ ଭଳି ବ୍ୟବହୃତ ପୂଜା ସାମଗ୍ରୀ ଆଦିକୁ ସୁବ୍ୟବସ୍ଥିତ ଭାବେ ଘରୁ ସଂଗ୍ରହ କରିବା ନିମନ୍ତେ ଏହି ସ୍ବତନ୍ତ୍ର ଗାଡି କୈବଲ୍ୟ ରଥ ଗଡିବ ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #Puri #KaibalyaRatha