ଆଠମଲ୍ଲିକ ବ୍ଲକ ଠାକୁର ଗଡ଼ ଫୁଲୁରିବଣିଆ ଗାଁରେ ମଦ ଧର ପକଡ କରାଯାଇଥିଲା । ତେବେ ଚଢ଼ାଉ ବେଳେ ମାମୁ ଘରକୁ ବୁଲିଆସିଥିବା ସଦାନନ୍ଦ ପୁର ଗାଁର ଜଣେ ଦଶ ବର୍ଷର ନାବାଳକଙ୍କୁ ଅବକାରୀ ବାବୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି ।
#ArgusNews #Odisha #Anugul #Wine #Slap #Juvenile