କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ଆଜି ମେଗା କ୍ୟାମ୍ପ ଆୟୋଜନ କରିଛି ସିଏମସି ଓ ଜିଲ୍ଲା ପ୍ରଶାସନ । ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ମେଗା କ୍ୟାମ୍ପରେ ଦୈନିକ ୧୫ଶହ ଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି....
#ArgusNews #Odisha #corona #Vaccination #Cuttack #Indore_Stadium