ବୟସ ମାତ୍ର 3 ବର୍ଷ ,ହେଲେ ସେ ଏବେ କୁନି ମଡ଼େଲ ଭାବେ ବେଶ ପରିଚିତ
ତୁଳସୀ ଦୁଇ ପତ୍ରରୁ ବାସିବା ପରି ପ୍ରତିଭାଟେ ହେଉଛନ୍ତି କାହ୍ନା । ଭଦ୍ରକ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇଥିବା ଏହି କୁନି ପ୍ରତିଭାଙ୍କୁ ଦେଖିଲେ ବିଶ୍ବାସ କରିହେବ ନାହିଁ ତାଙ୍କ ସଫଳତାକୁ । ମାତ୍ର 3 ବର୍ଷବୟସରେ ସେ ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତା ପାଇଁ ସର୍ବଭାରତୀୟ ଶିଶୁବର୍ଗରୁ ଚୟନହୋଇଛନ୍ତି । ଯାହାକୁ ନେଇ ସେ ଏବେ ବେସ ଚର୍ଚିତ......
#ArgusNews #Odisha #Bhadrak #TalentedBoy
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app