1999 ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ ବିବନର ଅପରାଧିକ ବାରଦାତ୍ । ଗଣଦୁଷ୍କର୍ମ ପାଇଁ ନିଜେ ହିଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବିବନ । ବିବନର ଅପରାଧିକ କାର୍ଯ୍ୟକଳାପ ପାଇଁ ତାକୁ ବାରଙ୍ଗ ଅଂଚଳରେ ଡାକୁଥିଲେ ବାରଙ୍ଗ କିଙ୍ଗ....
#ArgusNews #Odisha #Anjana_Rape_Case #Baranga_King