ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ଜଳ କଷ୍ଟ । ବିଶୁଦ୍ଧ ପାଣି ବଦଳରେ ଲୋକ ପିଉଛନ୍ତି ଗୋଳିଆ ପାଣି । ତଥାପି ପ୍ରଶାସନର ନିଘା ନାହିଁ । ସେପଟେ ଜନ ସ୍ୱାସ୍ଥ୍ୟ ବିଭାଗର ଗୋଦାମ ଘରେ ପଡିରହିଛି ବସ୍ତା ବସ୍ତା ବ୍ଲିଚିଂ ପାଉଡର । ହେଲେ ତାହାକୁ କାର୍ଯ୍ୟକାରୀ ନକରି ଫୋପାଡି ଦିଆଯାଉଛି ....
#ArgusNews #Ganjam #Kabisuryanagar #DrinkingWater_Problem