ଛାତ୍ରଛାତ୍ରୀଙ୍କ ପାଇଁ ସାହାର ହେବ ‘ଶିକ୍ଷା ଦର୍ପଣ’ । ଏଭଳି ଆଶା ରଖି ମାଗଣା ବହି ବାଣ୍ଟିବେ । ରାଜ୍ୟର ପ୍ରାୟ 6 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ବାଣ୍ଟାଯିବ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ମଗାଯାଇଛି ତଥ୍ୟ । କମ ସମୟ ଓ ସିଲାବସ ଭିତରେ ଏହି 700 ପୃଷ୍ଠାର ବହି କେତେ କାମ ଦେଉଛି ତା ଉପରେ ସମସ୍ତଙ୍କ ନଜର ..
#ArgusNews #Odisha #Shiksha_Darpan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app