ରାଜ୍ୟରେ ଆଳୁ ପିଆଜ ଦାମ ହୁହୁ ହୋଇ ବଢୁଥିବା ବେଳେ ଏହାର ମହଜୁଦ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ । ଏ ବର୍ଷ ଫେବୁଆରୀ ମାସରେ ବିଧାନସଭାରେ ଏକଥା କହିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ଏବେ ନିଜ ଦୋଷ ଘୋଡାଇବାକୁ ଯାଇ ପିଆଜ ଦର ବୃଦ୍ଧି ପାଇଁ କେନ୍ଦ୍ରଙ୍କୁ ଦାୟୀ କରିଛନ୍ତି....
#ArgusNews #Odisha #Onion_Potato_Rate #Food_And_Supply_Minister #Ranendra_Pratap_Swain