ସମ୍ବଲପୁର ହାତୀ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ସଦର ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ଦାଶ ନିଲମ୍ବିତ ହୋଇଛନ୍ତି । ହାତୀ ସୁରକ୍ଷା ଅବହେଳା ଅଭିଯୋଗରେ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି DFO । ୨୦୧୯ରୁ ୨୦୨୧ ଜାନୁଆରୀ ସୁଦ୍ଧା ୬ଟି ହାତୀଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି ....
#ArgusNews #Sambalpur #ElephatDeath #ForestOfficerRusticate