କଟକ ବ୍ୟାଙ୍କ ଲୁଟ ଘଟଣାରେ ଫିଟୁଛି ଗୁମର । ସମସ୍ତ ଅଭିଯୁକ୍ତଙ୍କୁ ଧରି ସହରର ବିଭିନ୍ନ ସଂସ୍ଥାରେ କରିଛି ଯାଞ୍ଚ । ୭ ଜଣ ବ୍ୟତୀତ ଆଉ କିଛି ଲୋକଙ୍କର ସମ୍ପୃକ୍ତି ରହୁଥିବା ଅନୁମାନ । ସେହିପରି ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରରେ .....
#ArgusNews #Odisha #Cuttack #Bank_Loot
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2