କେନ୍ଦୁଝର ଜିଲ୍ଲା ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳା । ଡାକ୍ତର ଅଭାବରୁ ମିଳୁନି 24 ଘଣ୍ଟିଆ ସେବା । ଗତ 31 ତାରିଖରୁ ମେଡିକାଲରେ ରାତ୍ରୀକାଳୀନ ସେବା ବନ୍ଦ ରହିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ରାତି 9ରୁ ସକାଳ 7 ଯାଏଁ ସେବା ମିଳିପାରିବ ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ନୋଟିସ୍ ମାରିଛନ୍ତି......
#ArgusNews #Odisha #Keonjhar #Medical_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app