ନିଜ ନିଜ ଜିଦ ପାଇଁ ବିଧାନସଭା ଅଚଳ । ତିନଦଳ ଜିଦ୍ ଆଗରେ ବଳି ପଡିଛି ରାଜ୍ୟର ସ୍ବାର୍ଥ । ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ଦାବିରେ ବିଜେଡି ଅଡି ବସିଥିବା ବେଳେ ,ଚାଷୀଙ୍କ ପାଖରୁ ସବୁ ଧାନ ସରକାର କିଣନ୍ତୁ ବୋଲି ବିଜେପି ଦାବି କରୁଛି । ଦୁଇ ଦଳ ନାଟକ କରୁଥିବା ଅଭିଯୋଗରେ କଂଗ୍ରେସ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି....
#ArgusNews #Odisha #Assembly #Suiside_Attempt