ଆଜି ବିଶ୍ୱ ହାତୀ ଦିବସ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନନ୍ଦନକାନନରେ ହାତୀ ଦିବସ ପାଳିତ ହୋଇଛି । ନନ୍ଦନକାନନର କର୍ମଚାରୀ ହାତୀମାନଙ୍କୁ ଫଳମୂଳ ଖାଇବା ପାଇଁ ଦେଇଛନ୍ତି । ପ୍ରତିବର୍ଷ ହାତୀ ଦିବସରେ ସ୍କୁଲ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ । ପରେ ପରେ ହାତୀ ସେବକଙ୍କୁ ଉପହାର ପ୍ରଦାନ କରାଯାଇଥିଲା...
#TheArgus #World_Elephent_day #Celebrate_At_Nandankanak