#ପୁରୀରେ_ବେକାବୁ_ହେଉଛି_କରୋନା !
ପୁରୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଚିକିତ୍ସା ପାଇଁ ଅଧିକ ଭିତ୍ତିଭୂମି ପ୍ରସ୍ତୁତ ସହ ଏନଫୋର୍ସମେଣ୍ଟକୁ ଆହୁରି କଡାକଡି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି...
#ArgusNews #Odisha #Puri #Corona_Outbreak #puri_administration